ପାଞ୍ଚଣ
(ପାଞ୍ଚଣ ବାଡ଼ି—ଅନ୍ୟରୂପ)
(ପାଞ୍ଚନ—ଅନ୍ୟରୂପ)
ହସ୍ତେ ମାତ୍ର ପାଞ୍ଚଣ ବାଡ଼ି ଧରିଥିଲେ ଭୀଷ୍ମଙ୍କ ମାରିବାକୁ ଉଦ୍ଦେଶି ଧାଇଁଲେ କୃଷ୍ଣସିଂହ, ମହାଭାରତ ଆଦି