ପାଞ୍ଚନରି
[ପାଞ୍ଚ ନରିଆ, ପାଞ୍ଚଲରି, ପାଞ୍ଚ ଲରିଆ, ପାଞ୍ଚ ସରି(ରା), ପାଞ୍ଚସରିଆ, ପାଞ୍ଚ— ସୋରା, ପାଞ୍ଚ ସୋରିଆ—ଅନ୍ୟରୂପ]
ପାଞ୍ଚଟି ସୂତ୍ର ବା ହାର ବାଶିଷ୍ଟ (ମାଳା) — Five-stringed (necklack).