ପାଞ୍ଚରେ ବସିବା
ଦେଖଣା
ପାଞ୍ଚରେ ବସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଞ୍ଚରେ ବସିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଭଦ୍ର ସମାଜରେ ଜଣେ ବୋଲି ଗଣ୍ୟ ହେବା —୧. To be counted as a respectable person in society.
- ୨. ପଞ୍ଚାୟତ ସଭାର ଜଣେ ସଭ୍ୟ ହେବା — ୨. To be a member of a board of arbitrators.