ପାଞ୍ଚଶାଳିଆ
ଦେଖଣା
ପାଞ୍ଚଶାଳିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଞ୍ଚଶାଳିଆ
|
(ପାଟୁଣାଲିଆ—ଅନ୍ୟରୂପ)
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]- ୧. ଗଞ୍ଜାମ ପାଟଶାଲି ନାମକ ସ୍ଥାନର ତନ୍ତିମାନଙ୍କୁ ହତାବୁଣା କପା ସୂତାର ଖୁବ୍ ସରୁ ଲୁଗା —୧. A fine cotton cloth woven by the weavers of a village Pāṭaṡāli in Ganjam.
- ୨. ଗଞ୍ଜାମ ଜିଲ୍ଲାର ତନ୍ତିଜାତିବିଶେଷ —୨. Name of a weaver caste weaving Pāṭaṡālia cloth.
[ଏମାନଙ୍କ ହାତକଟା ସୂତାର ଖୁବ୍ ପତଳା ଲୁଗା ଭାରତ— ବିଖ୍ୟାତ ମାରବାର ଅଞ୍ଚଳର ତନ୍ତୀମାନେ ଏକପ୍ରକାର ରେସମୀ ବସ୍ତ୍ର ବୁଣନ୍ତି ଉକ୍ତ ତନ୍ତୀମାନଙ୍କୁ ହିନ୍ଦିରେ 'ପଟ ସାଲୀ' ବୋଲାଯାଏ]
- ୩. ଦାକ୍ଷିଣାତ୍ୟର ଥିବା ଏକଜାତୀୟ ତନ୍ତୀ — ୩. A calss of weavers in the Deccan.
[ଦ୍ରଷ୍ଟବ୍ୟ —ଏମାନେ ଶୈବ ଅଟନ୍ତ; ଏମାନେ ଶିବ ଲିଙ୍ଗ ଆକାରର ଗୋଟିଏ ଗୋଳାକକୁ ସୂତାରେ ଗୁନ୍ଥି ବେକରେ ପିନ୍ଧନ୍ତି ଓ କପାଳରେ ଭସ୍ମର ୩ ଗାର କାଟନ୍ତି ଏମାନେ ମଦ୍ୟ ମାଂସ ଖାଆନ୍ତି ନାହିଁ ଓ ଏକ ଗୋତ୍ରରେ ବିବାହ କରନ୍ତି ନାହିଁ; ଏମାନେ ଲିଙ୍ଗାୟତ ସମ୍ପ୍ରଦାୟଭୂକ୍ତ ଅଟନ୍ତି—ହିନ୍ଦୀ - ଶ]