Jump to content

ପାଞ୍ଚାଳ

ଉଇକିଅଭିଧାନ‌ରୁ

ପାଞ୍ଚାଳ

ଉଚ୍ଚାରଣ

[ସମ୍ପାଦନା]

(ପାଞ୍ଚାଳକ—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବି—(ପଞ୍ଚଳ=ଦେଶ ବିଶେଷ+ସ୍ୱାର୍ଥେ. ଅ)

[ସମ୍ପାଦନା]
୧. ପଞ୍ଚାଳ ଦେଶର ରାଜା —୧. The king of the Pan̄chāḻas.
୩. ବଢ଼େଇ, ତନ୍ତୀ, ଭଣ୍ଡାରି, ଧୋବା ଓ ମୋଚି ଏହି ପାଞ୍ଚ ଜାତିଙ୍କର ପାଟକ ବା ସାମାଜିକ ସଂଘ ବା ସମୁଦାୟ (ହିନ୍ଦୀ - ଶ.) ୩. An association of five caste-guilds; (viz, carpenters, weavers, barbers, washermen and shoe makers). (Apte)
(ପାଞ୍ଚଳୀ—ସ୍ତ୍ରୀ) 

ସଂସ୍କୃତ - ବିଣ; (ପଞ୍ଚାଳ+ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]

ପଞ୍ଚାଳ ଦେଶୋଦ୍ଭବ; ପଞ୍ଚାଳ ଦେଶୀୟ —Relating to the country of the Pan̄chāḻas.