ପାଞ୍ଚି
ଦେଖଣା
ପାଞ୍ଚି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପାଞ୍ଚି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିବାହ ବେଦୀରେ ବରର ପିନ୍ଧିବା ହଳଦିଆ ବା ନାଲି ଧଡ଼ିଆ ଲୁଗା ଯୋଡ଼ —୧. A kind of bordered cloth worn by the bridegroon during marriage.
ଗୋଡ଼ ତଳକୁ ଯେଣୁ ପଡ଼ିଥିଲା ପାଞ୍ଚ ଓଦା ହେବ ବୋଲି ତା ଟେକିଲେ ସେ ପାଞ୍ଚ—କୃଷ୍ଣସିଂହ, ମହାଭାରତ. ସଭା
[ଦ୍ରଷ୍ଟବ୍ୟ —ବିବାହ ବେଦୀରେ କନ୍ୟା ପିନ୍ଧିବା ଶାଢ଼ୀକୁ ବଉଳବାଟ ବା ବଉଳ ପାଟ ବୋଲାଯାଏ; ପାଞ୍ଚି ଓ ବଉଳପାଟର ଅଗ୍ରଭାଗ ବେଦିରେ ବିବାହ ବେଳେ ପରସ୍ପର ସଙ୍ଗେ ଗଇଣ୍ଠା ହୁଏ]
- ୨. ବ୍ରତ ବେଦୀରେ ପିନ୍ଧା ଯିବା ଲୁଗା ଯୋଡ଼ — ୩. A pair of cloths worn by a boy at the investiture of the sacred thread.
ପ୍ରାଦେଶିକ - (ସମ୍ୱଲପୁର) ବି—(ସଂଭବତଃ ଏହାର ଲମ୍ୱ ପାଞ୍ଚହାତ ଥିବାରୁ)
[ସମ୍ପାଦନା]ଛୋଟ ଗାମୁଛା —Small napkin.