Jump to content

ପାଞ୍ଚିବା

ଉଇକିଅଭିଧାନ‌ରୁ

ପାଞ୍ଚିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ବାଞ୍ଛା)

[ସମ୍ପାଦନା]
୧. ଇଚ୍ଛା କରିବା; କାମନା କରିବା —୧. To wish; to desire.

ମୋହପରି ପାଞ୍ଚି ଅଛି ଯେ ମ କାଞ୍ଚୀ ନିଚୟ ଚାଳିବାକୁ କବିସୂର୍ଯ୍ୟ. ସଙ୍ଗୀତ

୨. ଭାବିବା; ଚିନ୍ତା କରିବା —୨. To think.

ଧରିବା ପରି ପାଞ୍ଚି ପଡ଼େ ଲମ୍ୱ ହୋଇ କୃଷ୍ଣସିଂହ, ମହାଭାରତ ବନ

୩. ଅନୁମାନ କରିବା —୩. To guess.

କରିଛି ଏହା ବିହି ବୋଲି ସେ ପାଞ୍ଚିଲେ କୃଷ୍ଣସିଂହ. ମହାଭାରତ ବନ

୪. ପରାମର୍ଶ କରିବା —୪. To consult.
୫. କଳ୍ପନା କରିବା —୫. To imagine.

ସୁମ ଖୀ—ଚନ୍ଦ୍ରମା—ମୁଖ ଦେଖି ମୁଗ୍ଧ ମାନସ ଏସନ ପାଞ୍ଚେ ରାଧାନାଥ, ଯଯାତି

୬. ଆଲୋଚନା କରିବା; ବିଚାର କରିବା — ୬. To consider the pros and cons of a matter
୭. ସ୍ଥିର କରିବା; ସଂକଳ୍ପ କରିବା — ୭. To settle; to resolve.

ଶଲ୍ୟ ପାଣ୍ଡୁ ସୂତଙ୍କୁ ପାଞ୍ଚ ପାଞ୍ଚ ପାଞ୍ଚି ବିନ୍ଧିଲେ ଧନୁର୍ଗଣ ମଧ୍ୟ ସେ ଆମଞ୍ଚି କୃଷ୍ଣସିଂହ, ମହାଭାରତ ଶଲ୍ୟ

୮. ପୂର୍ବରୁ କୌଣସି ବିଷୟ ବିଚାର କରିବା ବା ସ୍ଥିର କରିବା — ୮. To think or decied about a matter beforehand; to premeditate.