ପାଞ୍ଚ ଅବକାଶ
ଦେଖଣା
ପାଞ୍ଚ ଅବକାଶ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦେବତାଙ୍କର ଯେଉଁ ୫ଟି ନିର୍ଦ୍ଦିଷ୍ଟ ସମୟରେ ଏକ ବେଶ ପରିବର୍ତ୍ତନ ଓ ଅନ୍ୟ ବେଶଲାଗି ହେବା ସମୟରେ ଯାତ୍ରୀମାନଙ୍କ ଦର୍ଶନର ଅଭାବ ହେବା ଅବସ୍ଥା — The five daily recesses of an idol (specially of the Diety Jagannātha at Puri).
ତିନିଧୂପ ପାଞ୍ଚ ଅବକାଶ ୟେ ରାହାସେ—ପ୍ରାଚୀ. ଗୁରୁଭକ୍ତି ଗୀତା
(ଅବକାଶ ତଳେ ଟୀକା ଦେଖ)