ପାଞ୍ଚ କୋଡ଼ମେଇଁ
ଦେଖଣା
ପାଞ୍ଚ କୋଡ଼ମେଇଁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଞ୍ଚ+କୁଷ୍ମାଣ୍ଡ)
[ସମ୍ପାଦନା]ଗହମ କାକୁଡ଼ି; ମହାକାଳ; ଏକଜାତୀୟ ବନ୍ୟଲତା —A kind of wild creeper; Citrilus Colocynthis; colocynth.
ଅନୁବାଦ
[ସମ୍ପାଦନା]ପାଞ୍ଚ କୋଡ଼ମେଇଁ
ପାଞ୍ଚକୋଡ଼ମ୍ୱାଇ, ପାଞ୍ଚକୋଡ଼ମେଇଆ, ପାଞ୍ଚକୋଡ଼ମ୍ୱେଇ, ଅନ୍ୟରୂପ
[ଦ୍ରଷ୍ଟବ୍ୟ —ଏହା କୁଷ୍ମାଣ୍ଡାଦିବର୍ଗର ଦୀର୍ଘ ଲତାବିଶେଷ ଏହା ବଡ଼ବଡ଼ ଗଛରେ ମାଡ଼େ ପତ୍ର ପାଞ୍ଚ ଆଙ୍ଗୁଳିପରି ପଞ୍ଚ ଶିଖାବିଶିଷ୍ଟ ପତ୍ରର ପୃଷ୍ଠଭାଗ ରୋମ— ହୀନ, ଫୁଲ ହଳଦିଆ ପାଚିଲା ଫଳ ଖୁବ୍ ନାଲି କିନ୍ତୁ ଭିତରର ପଦାର୍ଥ କାଳିଆ ଓ ଗୋବରପରି]