Jump to content

ପାଞ୍ଚ ପଚିଶ

ଉଇକିଅଭିଧାନ‌ରୁ

ପାଞ୍ଚ ପଚିଶ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପାଞ୍ଚ ପଚିଶି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସହଚର; ସଂସ୍କୃତ - ପଞ୍ଚନ୍; ପଞ୍ଚବିଂଶ)

[ସମ୍ପାଦନା]
୧. ସର୍ବସାଧାରଣ —୧. The public; the general public.

(ଯଥା—ତାକୁ ପାଞ୍ଚ ପଚିଶ ହସୁଛନ୍ତି)

ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ)

[ସମ୍ପାଦନା]

ବହୁ —Many.