ପାଞ୍ଚ ବାତ୍ସରିକ
ଦେଖଣା
ପାଞ୍ଚ ବାତ୍ସରିକ
ଉଚ୍ଚାରଣ
[ସମ୍ପାଦନା](ପାଞ୍ଚବାର୍ଷିକ—ଅନ୍ୟରୂପ)
ପାଞ୍ଚ ବାତ୍ସରିକୀ, ପାଞ୍ଚ ବାର୍ଷିକ ଅନ୍ୟରୂପ
ସଂସ୍କୃତ - ବିଶେଷଣ - (ପଞ୍ଚ ବତ୍ସର+ସମ୍ୱନ୍ଧାର୍ଥରେ ଇକ)
[ସମ୍ପାଦନା]- ୧. ପଞ୍ଚ ବର୍ଷୀୟ —୧. Relating to a period of five years.
- ୨. ପାଞ୍ଚ ବର୍ଷ ଅନ୍ତରରେ ଘଟିବା — ୨. Happening at interval of five years.
- ୩. ଯାହାର ବୟସ ପାଞ୍ଚ ବରଷ —୩. Aged five years.
- ୪. ଯହିଁର ମିଆଦ ପାଞ୍ଚ ବର୍ଷ; ପାଞ୍ଚ ସାଲା —୪. Which holds good for a period of dfive years.