Jump to content

ପାଞ୍ଚ ଭାଙ୍ଗୁଣୀ

ଉଇକିଅଭିଧାନ‌ରୁ

ପାଞ୍ଚ ଭାଙ୍ଗୁଣୀ

ଉଚ୍ଚାରଣ

[ସମ୍ପାଦନା]

[ପାଞ୍ଚ ଭାଙ୍ଗୁଣିଆ(ଆଁ)—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପଞ୍ଚ+ଭଙ୍ଗ)

[ସମ୍ପାଦନା]
୧. ଯାହା ପାଞ୍ଚ ପରସ୍ତ କରା ଯାଇଅଛି — ୧. Folded into five folds or layers.
୨. ଯେଉଁ ଦଉଡ଼ି ପାଞ୍ଚ ସରି ସୂତାରେ ବଳା ହୋଇଅଛି — ୨. Twisted with five strands.