ପାଞ୍ଚ ମଥା
ପାଞ୍ଚ ମାଥ, ପାଞ୍ଚମୁଣ୍ଡ, ପାଞ୍ଚମୁହଁ, ପାଞ୍ଚମୁଖ,ଅନ୍ୟରୂପ
ପଞ୍ଚମୁଖ; ପଞ୍ଚାନନ; ମହାଦେବ; ଶିବ —Ṡiba (the five-faced God.)
ବିଜେ କର୍ଣ୍ଣ କଟାରି ଯେ ଘେନି ପାଞ୍ଚ ମୁଣ୍ଡ ସାରଳା ମହାଭାରତ ବିରାଟ