ପାଞ୍ଜିଆ
ଦେଖଣା
ପାଞ୍ଜିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଞ୍ଜିଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଂଜୀକାର)
[ସମ୍ପାଦନା]- ୧. ଯେ ପାଞ୍ଜିଧରି ଦିନ, ବାର ଆଦି କହେ; ନାହାକ; ଜଉତିଷ —୧. An astrologer.
- ୨. ଯେ ରାଜଙ୍କର ହିସାବପତ୍ର ରଖେ — ୨. A Raja's accountant.
ସଙ୍ଗେ ସଙ୍ଗେ ଆସୁଛନ୍ତି ବ୍ୟବହାରାଜୀବ କରଣ, ପାଞ୍ଜିଆ, ସାକ୍ଷୀ, ପଦାତିକ ଆଦି ରାଧାନାଥ, ମହାଯାତ୍ରା