ପାଟକି
ପାଟକ (ଦେଖ) - — Pāṭaka (See)
ପାଟକ ସମ୍ୱନ୍ଧୀୟ —Relating to the sub-castes amongst the Ṡūras.
ପାଟକି ଜାତିରେ ଏତେ ବଡ଼ ଅଭିଆଡ଼ୀ କନ୍ୟା ଘରେ ରଖିବାକୁ ମନା— ଫକୀରମୋହନ ଗଳ୍ପସ୍ୱଳ୍ପ