Jump to content

ପାଟଣା

ଉଇକିଅଭିଧାନ‌ରୁ

ପାଟଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପଟ୍ଟନ)

[ସମ୍ପାଦନା]
୧. ନଗର; ସହର — ୧. City; town.
୨. ଗ୍ରାମ Village

ଯମୁନାତଟେ ବୃନ୍ଦାବନ ନିକଟେ ଗୋପ ବୋଲି ପାଟଣାୟେ— ପ୍ରାଚୀ—ରହସ୍ୟ ମଞ୍ଜରୀ

୩. ପ୍ରାଚୀନ ପାଟଳିପୁତ୍ରର ଆଧୁନିକ ନାମ (ଏହା ବିହାର ପ୍ରଦେଶର ପାଟଣା ବିଭାଗ ଓ ପାଟଣ ଜିଲ୍ଲାର ରାଜଧାନୀ) — ୩. Patna; name of a town; district and division of the Province of Bihar.

[ ଦ୍ର—ଏହା ବିହାର ପ୍ରଦେଶର ରାଜଧାନୀ ଏଠାରେ ପାଟଣା ହାଇକୋଟ ଓ ବଶ୍ୱବିଦ୍ୟାଳୟ ଅବସ୍ଥିତ ଏହା ଗଙ୍ଗା ନଦୀର ଦକ୍ଷିଣ କୂଳରେ ଲମ୍ୱ ଭାବରେ ଅବସ୍ଥିତ ଏଥି ନିକଟରେ ପ୍ରାଚୀନ ପାଟଳି ପୁତ୍ରର ଅନେକ ଭଗ୍ନାବଶେଷ ଦେଖାଯାଏ; ଇଂରାଜମାନେ ପୂର୍ବେ ଏଠାରେ ଗୋଟିଏ ଉଚ୍ଚ ପକ୍କା ଧାନକୋଠୀ ନିର୍ମାଣ କରିଥିଲେ, ତାହା ଅବଧି ବିଦ୍ୟମାନ ଅଛି ଏହା ଗଙ୍ଗା ଓ ସୋନ ନଦୀର ସଙ୍ଗମ ନିକଟରେ ଅବସ୍ଥିତ]

୪. ଉତ୍କଳ ଖଣ୍ଡର ଗୋଟିଏ ଗଡ଼ଜାତ ରାଜ୍ୟ; ବଲାଙ୍ଗିର— ପାଟଣା —୪. Patna; name of one of the Orissa states.
୫. ପଟଣେଇ (ଦେଖ) - —୫. Paṭaṇei (See)



ପାଟଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଫାଟିବା କ୍ରିୟା; ବିଦୀର୍ଣ୍ଣ ହେବା — ୧. Bursting; state of being split up.
୨. ଫାଟ —୨. Split; chink; crevice.