Jump to content

ପାଟନ

ଉଇକିଅଭିଧାନ‌ରୁ

ପାଟନ

ଉଚ୍ଚାରଣ

[ସମ୍ପାଦନା]

(ପାଟିତ; ପାଟନୀୟ, ପାଟ୍ୟ—ବିଣ)

ସଂସ୍କୃତ - ବି—(ପଟ୍ ଧାତୁ, ଣିଜନ୍ତି—ପାଟି ଧାତୁ=ଗମନ କରିବା+ ଭାବ. ଅନ

[ସମ୍ପାଦନା]
୧. ଛେଦନ; କର୍ତ୍ତନ — ୧. Cutting.
୨. ବିଦାରଣ; ଫାଡିବା; ଚିରିବା — ୨. Tearing up; splitting; cleaving.
୩. ବିଭଜ୍ଜନ — ୩. Dividing; cutting to pieces.
୪. ବିନାଶନ —୪. Destroying. (M.W.)
୫. ଫୋଡୢବା —୫. Piercing.
୬. ଦକ୍ଷିଣାପଥର ପ୍ରାଚୀନ ରାଜଧାନୀବିଶେଷ (ହିନ୍ଦୀ - ଶ.) — ୬. Name of an ancient town in the Deccan.



ପାଟନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଫାଟିବା କ୍ରିୟା; ବିଦୀର୍ଣ୍ଣ ହେବା — ୧. Bursting; state of being split up.
୨. ଫାଟ —୨. Split; chink; crevice.