ପାଟନା
ଦେଖଣା
ପାଟନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ପଟ୍ଟନ)
[ସମ୍ପାଦନା]- ୧. ନଗର; ସହର — ୧. City; town.
- ୨. ଗ୍ରାମ Village
ଯମୁନାତଟେ ବୃନ୍ଦାବନ ନିକଟେ ଗୋପ ବୋଲି ପାଟଣାୟେ— ପ୍ରାଚୀ—ରହସ୍ୟ ମଞ୍ଜରୀ
- ୩. ପ୍ରାଚୀନ ପାଟଳିପୁତ୍ରର ଆଧୁନିକ ନାମ (ଏହା ବିହାର ପ୍ରଦେଶର ପାଟଣା ବିଭାଗ ଓ ପାଟଣ ଜିଲ୍ଲାର ରାଜଧାନୀ) — ୩. Patna; name of a town; district and division of the Province of Bihar.
[ ଦ୍ର—ଏହା ବିହାର ପ୍ରଦେଶର ରାଜଧାନୀ ଏଠାରେ ପାଟଣା ହାଇକୋଟ ଓ ବଶ୍ୱବିଦ୍ୟାଳୟ ଅବସ୍ଥିତ ଏହା ଗଙ୍ଗା ନଦୀର ଦକ୍ଷିଣ କୂଳରେ ଲମ୍ୱ ଭାବରେ ଅବସ୍ଥିତ ଏଥି ନିକଟରେ ପ୍ରାଚୀନ ପାଟଳି ପୁତ୍ରର ଅନେକ ଭଗ୍ନାବଶେଷ ଦେଖାଯାଏ; ଇଂରାଜମାନେ ପୂର୍ବେ ଏଠାରେ ଗୋଟିଏ ଉଚ୍ଚ ପକ୍କା ଧାନକୋଠୀ ନିର୍ମାଣ କରିଥିଲେ, ତାହା ଅବଧି ବିଦ୍ୟମାନ ଅଛି ଏହା ଗଙ୍ଗା ଓ ସୋନ ନଦୀର ସଙ୍ଗମ ନିକଟରେ ଅବସ୍ଥିତ]
- ୪. ଉତ୍କଳ ଖଣ୍ଡର ଗୋଟିଏ ଗଡ଼ଜାତ ରାଜ୍ୟ; ବଲାଙ୍ଗିର— ପାଟଣା —୪. Patna; name of one of the Orissa states.
- ୫. ପଟଣେଇ (ଦେଖ) - —୫. Paṭaṇei (See)
ପାଟନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପାଟନ+ଆ)
[ସମ୍ପାଦନା]ଛେଦ; କଟା ହୋଇ କରାଯିବା ଗାତ — A cut; an incision (M.W.).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାଟଣା ୩-୪: [[. ]] (ଦେଖ) - —Pāṭaṇā ୩-୪ (See)