Jump to content

ପାଟଫୁଲି

ଉଇକିଅଭିଧାନ‌ରୁ

ପାଟଫୁଲି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପାଟନିର୍ମିତ ଥୋପ — ୧. Tassels made of silk.

ଘୋଡ଼ାମୁଣ୍ଡେ ପାଟଫୁଲି; ଘୋଡ଼ା ଯାଇଥିଲା ବଜାରବୁଲି, ରାତି ହେଲା ଦଶଘଡ଼ି ଚଇତି ଘୋଡ଼ାଗୀତ

ଅନୁବାଦ

[ସମ୍ପାଦନା]
୨. ଫୁଲିଲଗା କସ୍ତା ସୂତାର ଫିତା — ୨. Tassellated tape.

[ ଦ୍ର—ଏହା ସ୍ତ୍ରୀଲୋକଙ୍କ ଜୁ଼ଡ଼ାରେ ଭିଡ଼ାଯାଏ ]

୩. କୁରୁବକ; ରକ୍ତଝିଣ୍ଟି — ୩. The red-flowered veriety of Barlaria.

[ ଦ୍ର—ଏହିଫୁଲର ରଙ୍ଗ ଆରକ୍ତି; କଦମ୍ୱଫୁଲ ପରି ଆକାର]