ପାଟବଲିଆ
ଏକପ୍ରକାର ବଳିଆ କୁକୁର — A kind of ferocious wild dog.
[ ଦ୍ର—ଏମାନଙ୍କ ଦେହ ପାଟପରି ଚିକ୍କଣ; ରକ୍ତାଭ ଲୋମବିଶିଷ୍ଟ, ଏମାନଙ୍କୁ ବାଘ ମଧ୍ୟ ଡରେ ଏମାନେ ଦଳବଦ୍ଧ ହୋଇ ଅରଣ୍ୟରେ ବିଚରଣ କରନ୍ତି]