Jump to content

ପାଟବିକ

ଉଇକିଅଭିଧାନ‌ରୁ

ପାଟବିକ

ଉଚ୍ଚାରଣ

[ସମ୍ପାଦନା]
(ପାଟବିକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପାଟବ+ସ୍ୱାର୍ଥେ ଇକ)

[ସମ୍ପାଦନା]
୧. ପଟୁ; ନିପୁଣ — ୧. Skilful.
୨. ଧୂର୍ତ୍ତ; ଶଠ —୨. Fraudulent; sharp.
୩. ଚତୁର —୩. Clever.