ପାଟଳିଆ ଲୋଧୁ
- ସଂସ୍କୃତ - ପର୍ଯ୍ୟାୟ—ପଟ୍ଟିକା ଲୋଧ୍ର ତ୍ରମୁକ, ସ୍ଥୂଳବଳ୍କଳ, ଜୀର୍ଣ୍ଣ ପତ୍ର, ବୃହତ୍ ପତ୍ର, ପଟ୍ଟୀ ଓ ଲାକ୍ଷା ପ୍ରସାଦନ ଗୁ. ପଠାନୀ ଲେଦର
- ବଙ୍ଗାଳୀ: পাটলোধ
- ହିନ୍ଦୀ: पठानी लीध
|
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଟ୍ଟିକା ଲୋଧ୍ର)
ଏକପ୍ରକାର ଆରଣ୍ୟ ବୃକ୍ଷ — The red variety of Simplocos Racemosa (Tree)
ଦ୍ର—ଏହାର ଗୁଳ୍ମରୁ ଔଷଧ ଓ ରଙ୍ଗ ହୁଏ]