ପାଟିଆ
ଦେଖଣା
ପାଟିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଟିଆ
|
(ପାଟଟେଈ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପଟା ପଟା ଦାଗ — Stripe.
- ୨. ମୁଣ୍ଡର ବାଳକୁ ଦୁଇଭାଗରେ ଭାଙ୍ଗି ବେଶ ରଚନା କରିବା —୨. The two parts of the hair divided in the middle.
ଦେଶଜ - (ସମ୍ୱଲପୁର)—ବିଶେଷ୍ୟ -(ତୁଳ. ହିନ୍ଦୀ - ପାଢ଼ୀ)
[ସମ୍ପାଦନା]ଶେଣୀ, ଘରର ଚାଳ ତଳରେ ଭଡ଼ାଯିବା ଲମ୍ୱ କାଷ୍ଠ ଖଣ୍ଡ — The wall plate of a thatched house.
[ଦ୍ରଷ୍ଟବ୍ୟ —ଏହା ଉରା ଉପରେ ଲମ୍ୱ ହୋଇ ରଖା ଯାଏ ଏହାର ଉପରେ ରୂଅ ପଡ଼େ]
ଦେଶଜ - ବିଶେଷଣ -(ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ)
[ସମ୍ପାଦନା]ପାଟିବା ମୁଖଶବ୍ଦ— ବିଶିଷ୍ଟ —Voiced (as in loud-voiced).
ଯଥା—ବଡ଼ ପାଟିଆ, ଉଞ୍ଚପାଟିଆ