ପାଟିକଢ଼ା
ଦେଖଣା
ପାଟିକଢ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଟିକଢ଼ା
|
ଦେଶଜ - ବିଶେଷଣ -
[ସମ୍ପାଦନା]ଏକ ବ୍ୟକ୍ତିଦ୍ୱାରା ଅର୍ଧଚର୍ବିତ ରବା ଉଚ୍ଛିଷ୍ଟ (ପାନଗୁଆ ଆଦି) —(chewed betal or pieces of nut) Brought out of one's mouth.
[ଦ୍ରଷ୍ଟବ୍ୟ —ଶିଶୁମାନଙ୍କୁ ବୟସ୍ଥ ବ୍ୟକ୍ତିମାନେ ସ୍ନେହରେ ଓ ରସିକ ରସିବା ପରସ୍ପରକୁ ଆପଣା ପାଟିକଢ଼ା ପାନ ମୁହଁଦ୍ୱାରା ଦିଅନ୍ତି]