Jump to content

ପାଟିଦେବା

ଉଇକିଅଭିଧାନ‌ରୁ

ପାଟିଦେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପଟ୍ ଧାତୁ ଣିଚ୍ ପାଟି ଧାତୁ=ବିଦାରଣ କରିବା)

[ସମ୍ପାଦନା]
୧. ଚିପିଦେବା — ୧. To press hard.
୨. ଚୂନା କରିବା —୨. To rewduce to powder.