ପାଟି ଖନି ମାରିବା
ଦେଖଣା
ପାଟି ଖନି ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଟି ଖନି ମାରିବା
|
ପାଟି ଖନି ମାରିଯିବା, ପାଟି ଖଟି ବାଜିବା, ପାଟି ଜାଡ଼ିବା, ପାଟି ଜାଡ଼ି ମାରିବା, ପାଟି ଜାଡ଼ିଯିବାଅନ୍ୟରୁପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅତ୍ୟଧିକ ଶୀତ ହେତୁରୁ ଦୁଇ— ଦାନ୍ତପାଟି ସହିତ ବାଜିବା — ୧. Chattering of the jaws due to extreme cold.
- ୨. ହଠାତ୍ ଭୟ ହେତୁ ବାକ୍ୟରେ ପଦ ଓ ଅକ୍ଷରମନଙ୍କର ସ୍ଖଳନ — ୨. Stammering due to extreme fright.