Jump to content

ପାଟି ପାଡ଼ିବା

ଉଇକିଅଭିଧାନ‌ରୁ

ପାଟି ପାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଉଚ୍ଚେଃସ୍ୱରରେ ଚିତ୍କାର କରିବା — ୧. To cry aloud; to bowl.
୨. ଦୁଇ ଦାନ୍ତପାଟିକୁ ବନ୍ଦ କରିବା — ୨. To close or shut up one's mouth or lips.

ଗର୍ଭେ ପଶିବ ଯେତେବେଳେ ପାଟି ପାଡ଼ିବା ଆବହେଳେ ଜଗନ୍ନାଥ. ଭାଗବତ