ପାଟି ପାଣେଇବା
ଦେଖଣା
ପାଟି ପାଣେଇବା
ଉଚ୍ଚାରଣ
[ସମ୍ପାଦନା][ପାଟି ନା(ଲା)ଳାଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ପାଟି ପାଣେଇବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସମ୍ପୁଖରେ ଉପସ୍ଥିତ ମିଷ୍ଟାନ ବା ଲୋଭନୀୟ ଖାଦ୍ୟ ବା ଖଟାଆଦି ଖାଦ୍ୟବବସ୍ତୁର ମୁଖରୁ ଲାଳସ୍ରାବ —୧. Salivation due to hankering after food presented before one's mouth.
- ୨. ରୋଗଯୋଗୁଁ ପାଟିକି ଖାଦ୍ୟଦ୍ରବ୍ୟ ସବୁ ବିସ୍ୱାଦୁ ଓ ପାଣିଚିଆ ଲାଗିବା; ଅରୁଚି —୨. Disrelish and want of taste in food due to disease.