ପାଟି ଫିଟିବା
ବାକ୍ୟ ସ୍ଫୁରିବା — The opening of the mouth for speaking.
ଦେହରେ ଶକ୍ତି ନାହିଁ, ପାଟି ଫିଟା ନାହିଁ ଫକୀରମୋହନ, ଛମାଣ ଆଠଗୁଣ୍ଠ