Jump to content

ପାଟି ବ(ଥେ)ଇବା

ଉଇକିଅଭିଧାନ‌ରୁ

ପାଟି ବ(ଥେ)ଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅତିରିକ୍ତ ପରିମାଣରେ କହିବା ହେତୁରୁ ପାଟିରେ ବୋଧ ହେବା — A feeling of weariness in the mouth after a good deal of talking.

କହ କହି ଏବେ ବଥାଇଲାଣି ପାଟି କୃଷ୍ଣସିଂହ, ମହାଭାରତ, ଉଦଯୋଗ