ପାଟି ହେବା
ଘୋଡ଼ାଇ ହୋଇଯିବା; ଆବୃତ ହେବା —To be covered up.
ସହଜ ପାଖର ଘରସବୁ ଧୁଳିରେ ପାଟି ହୋଇ ହଳଦିଆ ହୋଇଗଲାଣି ଉତ୍କଳ ସେବକ (ତା ୧୪. ୩. ୨୯: )