Jump to content

ପାଟୁଆ

ଉଇକିଅଭିଧାନ‌ରୁ

ପାଟୁଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଘଣ୍ଟପାଟୁଆ; ଚୈତ୍ର ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ବ୍ରତ ପାଳନପୂର୍ବକ ଝାମନାଟ କରିବା ନର୍ତ୍ତକ — Persons whok dance in observance of a religious vow on the occasion of Paṇā Saṃkrānti.

[ଦ୍ରଷ୍ଟବ୍ୟ —କେତେକ ଅଞ୍ଚଳରେ ପାଟୁଆମାନେ ପିଠିରେ ଝୁଣା ମାରି ବେଏଁଶିରା ହାଡ଼ତଳେ ବକ୍ରାଗ୍ର କଣ୍ଟା ଫୋଡି ସେ ହୁକରେ ଦଉଡ଼ି ଲଗାଇ ବାଉଁଶ ଅଗରେ ଝୁଲନ୍ତି. ବାଉରି, କଣ୍ଡରା, ପାଣ ଓ ଡ଼ମ ଆଦ ପାଟୁଆ ହୁଅନ୍ତି]