ପାଟୁ ପାଟୁ
ଦେଖଣା
ପାଟୁ ପାଟୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଟୁ ପାଟୁ
|
ଦେଶଜ - ବିଶେଷଣ -
[ସମ୍ପାଦନା]କ୍ଷୁଧା ବା ତୃଷାରେ ପରିଶୁଷ୍କ କଣ୍ଠତାଳୁ; କ୍ଷୁଧାରେ ବା ତୃଷାରେ ଶୁଷ୍କବ ଅସ୍ଥିର —Troubled by' the pages of extreme hunger or thirst; with the mouth parched up owing to thirst and hunger.
କାହାର ପାଟି ହୋଇଯାନ୍ତେ ପାଟୁ ପାଟୁ ପାଣି ଦିଅ ବୋଲି ସୋକଙ୍କୁ କରେ ଚାଟୁ କୃଷ୍ଣସିଂହ, ମହାଭାରତ ଭୀଷ୍ମ
(ଯଥା—ଉତିଆଣି ପିଲାଟା ଦୁଧ ନ ପାଇ ଭୋକରେ ପାଟୁ ପାଟୁ ହେଲାଣି)