Jump to content

ପାଟେଈ

ଉଇକିଅଭିଧାନ‌ରୁ

ପାଟେଈ

ଉଚ୍ଚାରଣ

[ସମ୍ପାଦନା]

(ପାଟୋଈ—ଅନ୍ୟରୂପ)

ଦେଶଜ - ବିଶେଷଣ - (ଅନ୍ୟ ଶବ୍ଦ ସଙ୍ଗେ ଲାଗେ, ଯଥା ବଡ଼ ପାଟେଈ; ଉଞ୍ଚ ପାଟେଈ)

[ସମ୍ପାଦନା]
୧. ପାଟିଆର ସ୍ତ୍ରୀଲିଙ୍ଗ — ୧. Femionine of Pāṭiā
୨. ତୁଣ୍ଡେଈ; ବାଚାଲା; ମୁଖରା — ୨. Talkative (women).
୩. କଳିହୁଡ଼ୀ —୩. Quarrelsome (women).
୪. ଯେଉଁ ସ୍ତ୍ରୀର ଗଳାର ସ୍ୱର ଉଚ୍ଚ ବା କଡ଼ା — ୪. (a woman) Having a loud or harsh tone.