Jump to content

ପାଟେ କଳି

ଉଇକିଅଭିଧାନ‌ରୁ

ପାଟେ କଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପାଟେ କଜିଆ, ପାଟେ ତକରାଳ(ର) ଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କଳିର ଏକ ହସ୍ପା; ବୁହେ କଜିଆ — A full course or heat of quarrelling.

ଯଥା—ସେ ମୋ ସଙ୍ଗେ ପାଟେ କଳି କଲା

[ଦ୍ରଷ୍ଟବ୍ୟ —ବୋଧ ହୁଏ ପାଟିଏ କଳି =ଯେତେ କଳି କଲେ ପାଟି ଘୋଳି ହୋଇ ଯାଏ]