ପାଟ୍
ଦେଖଣା
ପାଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - Part, ପାର୍ଟ)
[ସମ୍ପାଦନା]- ୧. ପୁସ୍ତକର ଅଂଶ ବା ଖଣ୍ଡ — ୧. Part or volume of a book.
- ୨. ନାଟକାଭିନୟରେ ନେତୃ ବିଶେଷଙ୍କ ପ୍ରତି ଭାର ଦିଆ— ଯାଇଥିବା ନାଟକୀୟ ବ୍ୟକ୍ତିଙ୍କ ଭାଗ —୨. The part taken by an actor in a dramatic performance.
ଅନୁବାଦ
[ସମ୍ପାଦନା]- ୩. (ଇଂରାଜୀ - ପଟ) ସାହେବମାନଙ୍କର ଝାଡ଼ା ଫେରିବା କମୋଡ଼୍ରେ ଥିବା କୁଣ୍ଡ —୩. Commode-pot.
=== ପ୍ରାଦେଶିକ -
- ୧. (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ପଟ୍ଟ)— ପାଟ; ରେଶମ —୧. Silk.
- ୨. (କାଳହାଣ୍ଡି) ବି—ଡୁ ଡୁ ଆଦି ଖେଳର ଘାଇ; ପାହି — ୨. The boundary line drawn between the two parties of players in the game of Ḍuḍu.