Jump to content

ପାଟ ଓପାଡ଼ିବା

ଉଇକିଅଭିଧାନ‌ରୁ

ପାଟ ଓପାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

(ପାଟ ଉପାଡ଼ିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଗୋବରା ଚଢ଼େଇର ଶିଖାରେ ଓ ମଳଦ୍ୱାର ଚାରିପାଖେ ଥିବା ନାଲି ଓ ଚିକ୍କଣ ରୋମ ଉପାଡ଼ିବା — ୧. To uproot the red feathors from the head and navel of a Gobarā bird.

[ ଦ୍ର—ଯେଉଁ ଗୋବରା ଚଢ଼େଇ ଅନ୍ୟ ଚଢ଼େଇ ସଙ୍ଗେ ଲଢ଼ାଇ କରି ହାରି ଯାଏ ତାହାର ପାଟ ଓପାଡ଼ି ପକ୍ଷୀସ୍ୱାମୀ ତାଙ୍କୁ ଉଡ଼ାଇ ଦିଏ; ଅତଏବ ଲକ୍ଷଣାର୍ଥରେ ଦର୍ପ ହାନି କରିବା; ଅବମାନିତ କରିବା ଅର୍ଥଚେ ପାଟ ଓପାଡ଼ିବା ଶବ୍ଦ ବ୍ୟବହୃତ ହୁଏ]

୨. (ଲକ୍ଷଣାର୍ଥ)—ଦର୍ପ ହାନି କରିବା; ବହୁତ କ୍ଷତି ଘଟାଇ ନାରଖାର କରିବା; ଅବମାନିତ କରିବା — ୨. (figurative) To crush the pride of a person; to humiliate a person; to injure or ruin a person.

ଯଥା—ମୁଁ ତାର ପାଟ ଓପାଡ଼ି ଦେବି