Jump to content

ପାଟ କଙ୍କଡ଼ା

ଉଇକିଅଭିଧାନ‌ରୁ

ପାଟ କଙ୍କଡ଼ା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ବଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ସମୁଦ୍ର କୂଳରେ ଥିବା ନାଲି ଛୋଟ କଙ୍କଡ଼ାବିଶେଷ —A kind of small red-coloured crab found on the seashore.

[ ଦ୍ର—ଏହା ଭକ୍ଷଣ ଯୋଗ୍ୟ ନୁହେଁ କିନ୍ତୁ ଔଷଧ ନିମନ୍ତେ ବ୍ୟବହୃତ ହୁଏ ବୋଲି ପ୍ରବାଦ ଅଛି ଏମାନେ ଏତେ ଅଧିକ ପାରିମାଣରେ ସମୁଦ୍ରକୂଳର ସ୍ଥାନେ ସ୍ଥାନେ ବାସ କରନ୍ତି ଯେ, ଦୂରରୁ ଦେଖିଲେ ମନେ ହୁଏ ଯେପରି କେହି ସମୁଦ୍ର କୂଳରେ ଚାରିଆଡ଼େ ସିନ୍ଦୂର ବିଞ୍ଚି ଦେଇଛି]