ପାଟ ଛତି
ଦେଖଣା
ପାଟ ଛତି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ପଟ୍ଟ+ଛତ୍ର)
[ସମ୍ପାଦନା]ରାଜ ଓ ଦେବତାଙ୍କ ଉପରେ ଟେକା ଯାଉଥିବା ରେସମ କନାରେ ଆବୃତ ଛତା —
ଅନୁବାଦ
[ସମ୍ପାଦନା]ପାଟ ଛତି
|
Silken umbrella held over Rajas and idols.
ପ୍ରଫ୍ଲ୍ଲ ପ୍ରସନ ଧରନ୍ତି ତା ଶିରେ ରାଜୋଚିତ ପାଟଛତି— ନନ୍ଦକିଶୋର ଶର୍ମିଷ୍ଠା