ପାଟ ଜୋଷି
ଦେଖଣା
ପାଟ ଜୋଷି
ଉଚ୍ଚାରଣ
[ସମ୍ପାଦନା]ପାଡ଼ ଜୋଷି, ପାଡ଼ ଜୁଷି, ପାଡ଼ୁଷି, ପାଡ଼ଦୁଷିଅନ୍ୟରୂପ
ଦେଶଜ - ବି—(ସଂସ୍କୃତ - ପଟ୍ଟ ଜ୍ୟୋତିଷୀ)
[ସମ୍ପାଦନା]- ୧. ରାଜାଙ୍କ ପ୍ରଧାନ ଜ୍ୟୋତିଷ ପଣ୍ଡିତ —୧. The chief astrologer of a Raja; the astrologer royal.
ଜଣାଇଲା ପାଟକୋଷୀ ଗଣି ଶୁଭବେଳା ନୃପତି ଛାମୁରେ ଚିନ୍ତାମଣି—ବିକ୍ରମାଦିତ୍ୟ
- ୨. ବ୍ରାହ୍ମଣାମନଙ୍କ ରାଜଦତ୍ତ ଉପାଧି ବିଶେଷ —୨. A title bastowed on Brāhmaṇas by Rājas.