ପାଟ ପୋକ
ଦେଖଣା
ପାଟ ପୋକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଟ ପୋକ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଇନ୍ଦ୍ର ଗୋପ ବା ସାଧବ ଘରବୋହୂ ପୋକ; ମଖମଲି ପୋକ —୧. Cochineal insect
ରକତ ମାଉଁସ ସେ ଯୁଦ୍ଧଦାଣ୍ଡ ବୃଷ୍ଟି ହୋଇଣ ଜିଣିଗଲା ପାଟପୋକ ସୃଷ୍ଟି କୃଷ୍ଣସିଂହ, ମହାଭାରତ କର୍ଣ୍ଣ
ଅନୁବାଦ
[ସମ୍ପାଦନା]ପାଟ ପୋକ
|
- ୨. ପାଟସୂତା ତିଆରି କରିବା ପୋକ — ୨. Silk worm; the silk moth; Bombyx.