ପାଟ ଫେଟା
ପାଟଲୁଗା; ରେସମର ଧୋତୀ — A long loin-cloth of silk.
ପିନ୍ଧିଛନ୍ତି ବାଛି ସୁରଙ୍ଗ ପାଟଫେଟା କୃଷ୍ଣସିଂହ, ମହାଭାରତ ଆଦି