Jump to content

ପାଟ ମହାଦେଈ

ଉଇକିଅଭିଧାନ‌ରୁ

ପାଟ ମହାଦେଈ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାଟ ମାହାଦେଈ, ପାଟ ମହାଦେବୀ, ପାଟମହିଷୀ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ପଟ୍ଟ+ମହାଦେବୀ)

[ସମ୍ପାଦନା]

ପଟ୍ଟମହିଷୀ; ରାଜାଙ୍କର ପ୍ରଥମ ଓ ପ୍ରଧାନ ରାଣୀ — The chief wife of a Raja; the eldest Ranee.

ତୁମ୍ଭେ ତାଙ୍କର ପୁଣି ପା ମହାଦେଈ ହୋଇ ସୁଖ ଭଞ୍ଜିବ ଜାଣ କହୁ ଥାଇଁ—କୃଷ୍ଣଂସିଂହ. ମହାଭାରତ ଶଲ୍ୟ