Jump to content

ପାଟ ମୁଣ୍ଡାଇ

ଉଇକିଅଭିଧାନ‌ରୁ

ପାଟ ମୁଣ୍ଡାଇ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବ (ନାମ)

[ସମ୍ପାଦନା]
୧. କଟକ ଜିଲ୍ଲାରେ ଥିବା ପ୍ରାଚୀନ ବନ୍ଦରବିଶେଷ — ୧. An ancient port in the Cuttack district.
୨. କେନ୍ଦ୍ରାପଡ଼ା ସବ୍ଡିଭିଜନରେ ଥିବା ଆଧୁନିକ ଥାନା ଓ ଗ୍ରାମ— ବିଶେଷ —୨. Name of a police Station and village in the Kendrapara subdivision of Cuttack.
୩. ପଟାମଣ୍ଡୋଇ (ଦେଖ) - —୩. Paṭāmaṇḍoi (See)