Jump to content

ପାଟ ମୁଦି

ଉଇକିଅଭିଧାନ‌ରୁ

ପାଟ ମୁଦି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପଟ୍ଟ+ମୁଦ୍ରିକା)

[ସମ୍ପାଦନା]

କ୍ଷତ୍ରିୟ ଓ ରାଜାମାନଙ୍କ ବିବାହ ପୂର୍ବ୍ୱରୁ ବର କନ୍ୟାଙ୍କର ମହାପ୍ରସାଦ ନିର୍ବିନ୍ଧ ଉତ୍ସବ —The ceremonial betrothal amongst Rajas and Kshatriyas.

[ଦ୍ରଷ୍ଟବ୍ୟ —ଏଥିରେ ବର ପକ୍ଷରୁ କନ୍ୟାପାଇଁ ପା଼ଟ ଶାଢ଼ୀ ଓ ମୁଦି— ଉପଢୌକନ ଦିଆ ଯାଏ ଏବଂ କନ୍ୟା ପକ୍ଷରୁ ବରକୁ ପାଟଲୁଗା ଓ ମୁଦି ଉପଢୌକନ ଦିଆ ଯାଏ ଓ ବର ପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ବାଗ୍ଦାନ ହୁଏ, ଅର୍ଥାତ୍ ବିବାହ ବିଷୟ ଓ ଦିବସର ଚୁକ୍ତି ହୁଏ]