Jump to content

ପାଟ ଲୁଗା

ଉଇକିଅଭିଧାନ‌ରୁ

ପାଟ ଲୁଗା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂ, ପଟ୍ଟବସ୍ତ୍ର)

[ସମ୍ପାଦନା]

ପଟ୍ଟବସ୍ତ୍ର — Silken cloth.

ପାଟଲୁଗା ଗୋଟିକେ ନକ୍ଷୁକୁ ବାନ୍ଧିଲେ— କୃଷ୍ଣସିଂହ—ମହାଭାରତ—ଆଦି

[ଦ୍ରଷ୍ଟବ୍ୟ —ଏହିପରି ପାଟପିନ୍ଧା; ପାଟଶାଢ଼ୀ ଆଦି ଶବ୍ଦ ହୁଏ]