Jump to content

ପାଠଘୋଷା

ଉଇକିଅଭିଧାନ‌ରୁ

ପାଠଘୋଷା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାଠ ଘୋଷିବା—କ୍ରିୟାରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୁଖସ୍ଥ କରିବାପାଇଁ ପୁସ୍ତକର କୌଣସି ଅଂଶରେ ବାରଂବାର ଆବୃତ୍ତି —Repeating or learning a portion of a book to commit it to memory.

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେଉଁ ଛାତ୍ର ପାଠକୁ ପଇଟାଇବା ପାଇଁ ବାରଂବାର ଘୋଷେ ବା ମୁଖସ୍ଥ କରେ —Learning by rote; repeatedly reading a lesson aloud to get it by heart.