Jump to content

ପାଠଶାଲା

ଉଇକିଅଭିଧାନ‌ରୁ

ପାଠଶାଲା

ଉଚ୍ଚାରଣ

[ସମ୍ପାଦନା]

(ପାଠାଳୟ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.—(୬ଷ୍ଠୀ ତତ୍; ପାଠ+ଶାଳା=ଗୃହ)

[ସମ୍ପାଦନା]

ବିଦ୍ୟାଳୟ; ସ୍କୁଲ —School.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲୋଅର୍ ପ୍ରାଇମାରୀ ସ୍କୁଲ; ନିମ୍ନ ଶ୍ରେଣୀର ବିଦ୍ୟାଳୟ; ନିମ୍ନ ପ୍ରାଥମିକ ବିଦ୍ୟାଳୟ; ଚାଟଶାଳୀ; ଚାହାଳି —Primary vernacular school.