Jump to content

ପାଠାର୍ଥୀ

ଉଇକିଅଭିଧାନ‌ରୁ

ପାଠାର୍ଥୀ

ଉଚ୍ଚାରଣ

[ସମ୍ପାଦନା]
(ପାଠାର୍ଥିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ପାଠ+ଅର୍ଥ)

[ସମ୍ପାଦନା]

ଛାତ୍ର — Student.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ବିଦ୍ୟା ଅର୍ଜନ କରିବା ପାଇଁ ଇଚ୍ଛୁକ —Wishing to study.