Jump to content

ପାଠିକା

ଉଇକିଅଭିଧାନ‌ରୁ

ପାଠିକା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ସ୍ତ୍ରୀ. (ପାଠକ+ସ୍ତ୍ରୀ. ଆ)

[ସମ୍ପାଦନା]

ପାଠକର ସ୍ତ୍ରୀଲିଙ୍ଗ — Feminine of Pāṭhaka.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅକାନବିନ୍ଧି (ଦେଖ) - —Akānabindhi (See)